ଫେସବୁକ୍ ଦମ୍ପତିମାନଙ୍କ ପାଇଁ ଏକ ନୂଆ ଚାଟ୍ ଆପ୍ ଲଞ୍ଚ କରିଛି
ଫେସବୁକ୍ ମଙ୍ଗଳବାର ଦିନ ଦମ୍ପତିମାନଙ୍କ ପାଇଁ “ଟ୍ୟୁନଡ୍” ନାମକ, ଏକ ନୂତନ ମେସେଜିଂ ଆପ୍ ଲଞ୍ଚ କରିଛି ଯାହା ସେମାନଙ୍କୁ ଚାଟ୍, ଫଟୋ ଏବଂ ମ୍ୟୁଜିକ୍ ସେୟାର କରିବା ସହିତ ସ୍ଟାଟଉସ ମଧ୍ୟ ରଖିବାର ସୁବିଧା ଦେଇଥାଏ |
ଇଣ୍ଡଷ୍ଟ୍ରି ସାଇଟ୍ ସେନ୍ସର ଟାୱାରର ତଥ୍ୟ ଅନୁଯାୟୀ ଏହି ଆପ୍…